ସଚ୍ଛନ୍ଦ
ଦେଖଣା
ସଚ୍ଛନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ସ୍ୱଚ୍ଛନ୍ଦ)
[ସମ୍ପାଦନା]ସ୍ୱଚ୍ଛନ୍ଦ —Unrestrained; contentad; happy.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ୱଚ୍ଛନ୍ଦତା —୧. Ease.
- ୨. ସୁଖ;ସନ୍ତୋଷ — ୨. Happiness; contentment.
ଗ୍ରାମ୍ୟ - କ୍ରିୟାପଦ - .ବିଣ
[ସମ୍ପାଦନା]- ୧. ସ୍ୱଚ୍ଛନ୍ଦତାସହକାରେ —୧. Happily; with ease.
- ୨. ସ୍ୱଇଚ୍ଛାରେ —୨. Voluntarily
- ୩. ସହଜରେ —୩. Easily.