Jump to content

ସଚ୍ଛଳତା

ଉଇକିଅଭିଧାନ‌ରୁ

ସଚ୍ଛଳତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଅସଚ୍ଛଳତା—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଙ୍ଗତିସଂପନ୍ନ ଅବସ୍ଥା — ୧. Ease; well-to-do condition.
୨. ସଂପଦ; ଧନବାନ୍ ଅବସ୍ଥା —୨. Affluence; rich or affiuent circumstances.
୩. ଅର୍ଥସଙ୍ଗତି; ଅର୍ଥପ୍ରାଚୁର୍ଯ୍ୟ —୩. Sufficience in money matters.