Jump to content

ସଛଳ

ଉଇକିଅଭିଧାନ‌ରୁ

ସଛଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଅସଚ୍ଛଳ—ବିପରୀତ)

(ବ୍ୟବହାର—ସଚ୍ଛଳଅବସ୍ଥା)

ଦେଶଜ - ବିଶେଷଣ - (ସଂସ୍କୃତ - ସଚ୍ଛୀଳ=ଶୀଳଯୁକ୍ତ, ଦାତା, ବାସଂସ୍କୃତ - ସଚଳ; ବା ସଂସ୍କୃତ - ଶସ୍ୟଳ)

[ସମ୍ପାଦନା]
୧. ସଙ୍ଗତି— ସଂପନ୍ନ (ଅବସ୍ଥା) — ୧. Well-to-do (condition).
୨. ସମ୍ୱଳ ବିଶିଷ୍ଟ ବା ଧନୀ — ୨. Rich; affluent.

(ଉ—ସଚ୍ଛଳ ଲୋକ)

[ଦ୍ରଷ୍ଟବ୍ୟ —ଭଲ ଭଲ ଲେଖକଙ୍କ ଲେଖାରେ ମଧ୍ୟ ଏ ଶବ୍ଦର ବ୍ୟବହାର ଦେଖାଯାଏ]