Jump to content

ସଜନୀ

ଉଇକିଅଭିଧାନ‌ରୁ

ସଜନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ସଜନ, ସ୍ୱଜନ=ଆତ୍ମୀୟ)

[ସମ୍ପାଦନା]
୧. ବୟସ୍ୟା; ସହଚରୀ; ସଙ୍ଗିନୀ; ସଖୀ —୧. A female companion.
୨. ମିତ୍ରସ୍ଥାନୀୟା ସ୍ତ୍ରୀ —୨. A female friend.
୩. ପ୍ରଣୟିନୀ; ପ୍ରେମିକା —୩. A man's beloved woman; lady-love; one's sweet-heart (lady).
୪. ସ୍ତ୍ରୀ; ଭାର୍ଯ୍ୟା — ୪. Wife.
୫. ନାରୀ —୫. Woman.

[ଦ୍ରଷ୍ଟବ୍ୟ — ସ୍ତ୍ରୀମାନେ ସହଚରୀଙ୍କୁ ଏବଂ ପୁରୁଷମାନେ ସ୍ତ୍ରୀଙ୍କୁ ଓ ପ୍ରେମିକାଙ୍କୁ, ବିଶେଷତଃ ଗୀତରେ, 'ସଜନୀ' ବୋଲି ସମ୍ୱୋଧନ କରନ୍ତି ଯଥା—ଯେତେ କାଳ ଥିଲା ଘଡ଼ିରେ ଘିଅ ସୁନ୍ଦର ଦିଶୁଥିଲା ସଜନୀ ଦିହ—ଢ଼ଗ]