ସଜଳସ୍ଥଳ
ଦେଖଣା
ସଜଳସ୍ଥଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସ=ସହିତ+ଜଳସ୍ଥଳ, ସହାର୍ଥ ବହୁବ୍ରୀହି)
[ସମ୍ପାଦନା]ଜଳଭାଗ ଓ ସ୍ଥଳଭାଗ ସମନ୍ୱିତ (ପୃଥିବା) —(the world) Consisting of the land and water.
ଅନୁବାଦ
[ସମ୍ପାଦନା]ସଜଳସ୍ଥଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସମୁଦାୟ ପୃଥିବୀ —୧. The whole world including land and water.