ସଜଳ ନୟନ
ଦେଖଣା
ସଜଳ ନୟନ
ଉଚ୍ଚାରଣ
[ସମ୍ପାଦନା]ସଚଳନେତ୍ର, ସଜଳଲୋଚନଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ଲୋତକାର୍ଦ୍ର ନେତ୍ର — ୧. Eyes wet with tear.
- ୨. ଲୋତକପୂର୍ଣ୍ଣ ଚକ୍ଷୁଃ — ୨. Tearful eyes.
ସଚଳନୟନା, ସଜଳନେତ୍ରା, ସଜଳଲୋଚନାସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ଅଶ୍ରୁପୂର୍ଣ୍ଣନେତ୍ରଯୁକ୍ତ (ବ୍ୟକ୍ତି) — (a person) With tearful eyes.