ସଜା
ଦେଖଣା
ସଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ସଜାଏ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଜ୍ଜା)
[ସମ୍ପାଦନା]ସଜ୍ଜିତକରଣ —Decoration; ornamentation
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. କଇଦି — ୧. Imprisonment; jail.
- ୨. (ଫାରାସୀ - ସଜାଏ) ଦଣ୍ଡ; ଶାସ୍ତି — ୨. Punishment
(ଉ—ଆଖି ବୁଜି ଦେଖ, ହାତ ବାନ୍ଧି ଲେଖ, ନ ହେଲେ ଭୋଗିବ କଠିଣ ସଜା—ଭିକାରୀଚରଣ. ଗୀତଲହରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସଜ୍ଜିତ —୧. Furnished.
- ୨. ମିଥ୍ୟା ପ୍ରମାଣଦ୍ୱାରା ରଚିତ (ମକଦମା) — ୨. Fabricated; got up (case).
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ବସା ଦହି କରିବା ନିମନ୍ତେ ଆଉଟା ଦୁଧରେ ମିଶାଇ ଦିଆଯିବା ମହି —The whey which is added to boiled milk to turn the latter into curd.