Jump to content

ସଜାଉ

ଉଇକିଅଭିଧାନ‌ରୁ

ସଜାଉ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଜ୍ଜା)

[ସମ୍ପାଦନା]

ବାଦ୍ୟବିଶେଷ; ଢୋଲ —A sort of musical instrument; drum.

(ଉ—ବାଜିଲା ସଜାଉ ଆଉ ଟମକ ନିଷାଣ ସାରଳା. ମହାଭାରତ. ସଭା)