ସଜାତି
ଦେଖଣା
ସଜାତି
ଉଚ୍ଚାରଣ
[ସମ୍ପାଦନା][ସଜାତିଆ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସ=ସହ+ଜାତି)
[ସମ୍ପାଦନା]ସମଶ୍ରେଣୀୟ —Belonging to the same class or caste.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ଜାତୀୟ ସ୍ତ୍ରୀ ପୁରୁଷଙ୍କ ସନ୍ତାନ — Offspring of parents belonging to the same species or caste.
ଦେଶଜ - ବିଣ—(ସଂସ୍କୃତ - ସଜାତୀୟ)
[ସମ୍ପାଦନା]- ୧. ସଜାତୀୟ (ଦେଖ) - — ୧. Sajātīya (See)
- ୨. ସ୍ୱଜାତୀୟ; ଆପଣାର ଜାତୀୟ —୨. Belonging to one's own class or genus or species or caste or nationality.