Jump to content

ସଜାତୀୟ

ଉଇକିଅଭିଧାନ‌ରୁ

ସଜାତୀୟ

ଉଚ୍ଚାରଣ

[ସମ୍ପାଦନା]
(ସଜାତୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସ=ସହିତ+ଜାତୀୟ)

[ସମ୍ପାଦନା]
୧. ଏକ ଜାତୀୟ — ୧. Of the same class or species or caste.
୨. ସମାନ ଜାତୀୟ —୨. Of similar class or caste species.
୩. ସବର୍ଣ୍ଣ —Of the same caste.
୪. ଏକବିଧ — ୪. Of the same kind.
୫. ଏକଧର୍ମାକ୍ରାନ୍ତ — ୫. Of the same religion or attribute.
୬. ସଦୃଶ; ତୁଲ୍ୟ — ୬. Similar; like.