Jump to content

ସଜିଲ୍ ହେବା

ଉଇକିଅଭିଧାନ‌ରୁ

ସଜିଲ୍ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଧନ ଆଦି) ଆୟୋଜିତ ହେବା —୧. To be got up.

[ଯଥା— ମକଦ୍ଦମା ଖଇଚ ପାଇଁ ଟଙ୍କା ସଜିଲ ହେଲା ନାହିଁ]

୨. ବନ୍ଦୋବସ୍ତ ହେବା —୨. To be arranged.

(ଯଥା—ମକଦ୍ଦମା ଚଳିବାର ଜିଲ ନ ହେଲେ ଅମର ସର୍ବନାଶ ହେବ)

୩. କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବା ଉଦ୍ୟତ ହେବା —୩. To make preparations of arrangements to do a thing; to get ready; to be ready to do a thing.

(ଯଥା—ମୁଁ ତୀର୍ଥଯାତ୍ରା କରିବାକୁ ସଜିଲ ହେଉଅଛି)

୪. ସୁବିଧାଜନକ ହେବା —୪. To be convenient.

(ଯଥା—ମତେ ଏଠାରେ ଚଳିବାକୁ ସଜିଲ ହେଉ ନାହିଁ)