Jump to content

ସଜୀବ

ଉଇକିଅଭିଧାନ‌ରୁ

ସଜୀବ

ଉଚ୍ଚାରଣ

[ସମ୍ପାଦନା]

(ନିର୍ଜୀବ—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - (ସ=ସହ+ଜୀବ=ଜୀବନ; ସହାର୍ଥ ବହୁବ୍ରୀହି)

[ସମ୍ପାଦନା]
୧. ଜୀବିତ; ସଚେତନ; ଯାହାର ଜୀବନ ଅଛି — ୧. Alive; living; animated sentient.
୨. (ଲକ୍ଷଣାର୍ଥ) ତାଜା; ସତେନ — ୨. Vigorous.