Jump to content

ସଜୁଷ୍

ଉଇକିଅଭିଧାନ‌ରୁ

ସଜୁଷ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସ=ସହ+ଜୁଷ୍ ଧାତୁ=ସେବା କରିବା+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ପ୍ରୀତିଯୁକ୍ତ —୧. Loving; cheerful.
୨. ସେବାକାରୀ —୨. Tending; serving.
୩. ଏକତ୍ର ସେବାକାରୀ —୩. Serving together.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତାପସ —A sage.