Jump to content

ସଜ୍ଜନିତ

ଉଇକିଅଭିଧାନ‌ରୁ

ସଜ୍ଜନିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସତ୍+ଜନ୍ ଧାତୁ ଣିଜନ୍ତ ଜନି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଉତ୍ତମରୂପେ ବା ଭାବରେ ପ୍ରସୂତ — ୧. Well born.
୨. ସାଧୁତାଜନିତ —୨. Due to honesty.

(ଉ—ବିହିତହିତ ଭେଷଜସଜନିତ ଏହି ଯେ— ଭଞ୍ଜ. ବୈଦେହୀଶବିଳାସ)