ସଜ୍ଜୀଭୂତ
ପୂର୍ବେ ସଜ୍ଜିତ ନ ଥାଇ ବର୍ତ୍ତମାନ ନିଜେ ଯେ ସଜ୍ଜିତ ହୋଇଥାଏ —Having dressed up; wearing dress; arranged presently.