ସଜ ଅସଜ
ଦେଖଣା
ସଜ ଅସଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଜ ଅସଜ
|
ଦେଶଜ - ବିଶେଷ୍ୟ - (ବିପରୀତାର୍ଥକ ସହଚର)
[ସମ୍ପାଦନା]- ୧. ସୁବିଧା ଓ ଅସୁବିଧା —୧. Convenience and inconvenience.
- ୨. ସୁଯୋଗ ଓ ଦୁର୍ଯୋଗ; ଖଞ୍ଜ ଓ ଅଖଞ୍ଜ —୨. Opportunities and want of opportunities.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସୁବିଧାଜନକ ଓ ଅସୁବିଧାଜନକ (କାର୍ଯ୍ୟ ବା ସମୟ ବା ଘଟନା) —୧. Convenient and inconvenient (things); opportune and inopportune (times).
- ୨. ସହଜ ଓ କଷ୍ଟ — ୨. Easy and difficult.