Jump to content

ସଜ ଉଠେଇବା

ଉଇକିଅଭିଧାନ‌ରୁ

ସଜ ଉଠେଇବା

ଉଚ୍ଚାରଣ

[ସମ୍ପାଦନା]

(ସଜ ବସାଇବା—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦଶହରା ସମୟରେ ଧୋବା ଭଣ୍ଡାରି ଆଦି ପୂଜା କରିବା ପାଇଁ ବସାଇଥିବା ତାଙ୍କର ଯନ୍ତ୍ରାଦିକୁ ଦଶହରା ବାସିଦିନ ପୂଜା ସରି ପରେ ପୂଜାପୀଠରୁ ଉଠାଇବା —To remove the implements (of barbers and washerman etc) from the place of worship after Daṡaharā

[ଦ୍ରଷ୍ଟବ୍ୟ —ଦଶହରା ବାସିଦିନ ଧୋବା ଭଣ୍ଡାରିମାନେ ସଜ ଉଠାଇ ପ୍ରଥମେ ସଜର 'ଅନୁକୂଳ' କରନ୍ତି ଅର୍ଥାତ୍ ସଜଦ୍ୱାରା ପର୍ଥମେ କାମ କରନ୍ତି; ଓ ସେହି ଦିନର ଫଳ ବା ଆୟ ଅନୁସାରେ ବର୍ଷକର ସୁଖଦୁଃଖ ବା ଲାଭଲାଭର କଳ୍ପନା କରନ୍ତି]