Jump to content

ସଜ କଚା

ଉଇକିଅଭିଧାନ‌ରୁ

ସଜ କଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାସିକଚା—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୁଗାକୁ ଏକ ଦିନ ମଧ୍ୟରେ କାମ ଚଳିବା ଭଳି ସଫା କରିକାଚିବା; ଲୁଗାକୁ ସଜ ଧୋବା କରିବା — The washing of cloth in a day; ordinary washing of cloth (in contra- distinction with that which is cleansed with more care and iron).

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ସଜ ଧୋବ; ସଜ କଚା ଯାଇଥିବା (ଲୁଗା) —(cloth) Washed in the course of one day.

[ଦ୍ରଷ୍ଟବ୍ୟ nn—ମଇଳା ଲୁଗା ଯେଉଁ ଦିନ ଧୋବାକୁ କାଚିବା ନିମନ୍ତେ ଦିଆଯାଏ, ସେହିଦିନ ଧୋବା ଉକ୍ତ ଲୁଗାକୁ ଖାର (କଦଳି ବାସୁଙ୍ଗାର ପାଉଁଶରୁ ଉତ୍ପାଦିତ କ୍ଷାର)ରେ ସିଝାଇ କାମ ଚଳିବାଭଳି ସାମାନ୍ୟ ମାତ୍ରାରେ ପରିଷ୍କାର କରି ସେହି ଦିନ ଆଣି ବସ୍ତ୍ରସ୍ୱାମୀଙ୍କ ଫେରାଇ ଦେବା ରୀତିକୁ 'ସଜକଚା' ବୋଲାଯାଏ ଏଥିରେ ଲୁଗା ସାମାନ୍ୟ ପରିଷ୍କୃତ ବା 'ସଜଧୋବ' ହୁଏ

ଯେଉଁ ଲୁଗାକୁ ବିଶେଷ ଯତ୍ନ ସହିତ ସାବୁନପାଣି ଦେଇ ସିଝାଇ (ଭାଟି କରି) ଉତ୍ତମରୂପେ କାଚିକୁଚି ସଫା କରି ସେଥିରେ ଭାତର ମଣ୍ଡ ଓ ନେଳି ଆଦି ଲେପି ରଙ୍ଗ କରି ଇସ୍ତ୍ରି କରାଯାଏ, ତାକୁ 'ବାସି କଚା' କହନ୍ତି ଲୁଗାକୁ 'ବାସି ଧୋବ' କରିବା ପାଇଁ ଏକ ଦିନରୁ ବା ବେଶି କାଳ ଲାଗେ ବାସିଧୋବ ଲୁଗା ସଜଧୋବ ଲୁଗାଠାରୁ ବେଶି ପରିଷ୍କୃତ ଓ ଶୁଭ୍ରତର ହୁଏ]