Jump to content

ସଜ କରିବା

ଉଇକିଅଭିଧାନ‌ରୁ

ସଜ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସଜ କାଚିବା (ଦେଖ) - —୧. Saja kāchibā (See)
୨. ସଜ୍ଜିତ କରିବା — ୨. To equip; to furnish.

(ଉ—ବୃନ୍ଦାକୁ ପୁଷ୍ପ ଶେଯ ଦେଲେ, ସ୍ୱହସ୍ତେ କୃଷ୍ଣସଜ କଲେ ଭୂପତି ପ୍ରେମପଞ୍ଚାମୃତ]

୩. ଅଳଙ୍କାର ଓ ବସ୍ତ୍ରାଦିଦ୍ୱାରା ବେଣ କରିବା —୩. To equip with dress and ornaments.
୪. ମରାମତ କରିବା —୪. To set right; to repair.
୫. ଅଭିପ୍ରେତ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା —୫. To keep or set anything ready.
୬. ଇତସ୍ତତଃ ହୋଇଥିବା ପଦାର୍ଥକୁ ଯଥାସ୍ଥାନରେ ରଖିବା —୬. To place an article in its proper place out of a medley; to put in proper order.

(ଉ—ଲଲାମ ଆଦି ଭୂଷା ସଜ କର କବିସୂର୍ଯ୍ୟ କିଶୋରୀ ଚମ୍ପୂ. ଲ. ଗୀତ)