ସଜ କାଚିବା
(ବାସି କାଚିବା—ବିପରୀତ)
ଲୁଗାକୁ ସଜ ଧୋବ କରିବା, ଅର୍ଥାତ୍ ସାଧାରଣଭାବରେ ଏକା ଦିନକେ କାଚି ପରିଷ୍କାର କରିବା —To wash a cloth in the ordinary manner in the course of one day.