ସଜ କ୍ରିୟା
ଦେଖଣା
ସଜ କ୍ରିୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଜ କ୍ରିୟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦ୍ୟଃ କ୍ରିୟା)
[ସମ୍ପାଦନା]ମୃତ ବ୍ୟକ୍ତିର ମୃତ୍ୟୁ ଦିବସଠାରୁ ଦିଶ ଦିନ ପର୍ଯ୍ୟନ୍ତ ପ୍ରତିଦିନ କରାଯିବା ପ୍ରେତକର୍ମ — Funeral rites comm enced to performed from the day of death for than days.
[ଦ୍ରଷ୍ଟବ୍ୟ —ଅକ୍ଷମ ଓ ନିର୍ଧନ ବ୍ୟକ୍ତିମାନେ ଅସୁବିଧା ଓ ଧନାଭାବରୁ ମୃତବ୍ୟକ୍ତିଙ୍କର ମୃତ୍ୟୁ ଦିବସରୁ ୧ ଦିନଯାକେ ପ୍ରତିଦିନ ଶାସ୍ତ୍ରବିହିତ ଅନ୍ୟ୍ୟେଷ୍ଟି— କ୍ରିୟାମାନ କରି ନପାରି ୪ର୍ଥ, ୭ମ ବା ୯ମ ଦିନଠାରୁ ଆରମ୍ଭ କରନ୍ତି ଏହାକୁ 'ବାସିକ୍ରିୟା' ବୋଲାଯାଏ]