Jump to content

ସଜ ଗୋବର

ଉଇକିଅଭିଧାନ‌ରୁ

ସଜ ଗୋବର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦ୍ୟଃ+ଗୋମୟ)

[ସମ୍ପାଦନା]

ସଦ୍ୟୋଜାତ ଗୋମୟ —Recently discharged cowdung.

[ଉ—ହସି ପଶେ, ଉଇଁ ନ ଦିଶେ, ଉତ୍ତର ମେଘ ଦକ୍ଷିଣେ ପଶେ, ସଜ ଗୋବରରେ ଅଂଶେଇ ବସେ, ତେବେ ଜାଣ ପୁତା! ନିଶ୍ଚେ ବରଷେ—କୃଷି ବଚନ]