Jump to content

ସଜ ଫୁଲ

ଉଇକିଅଭିଧାନ‌ରୁ

ସଜ ଫୁଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାସି ଫୁଲ—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦ୍ୟଃ+ପୁଷ୍ପ)

[ସମ୍ପାଦନା]
୧. ସଦ୍ୟଃ ପ୍ରସ୍ଫୁଟିତ ପୁଷ୍ପ —୧. Newly blown flower.
୨. ଆଜି ଛିଣ୍ଡାଯାଇଥିବା ଫୁଲ —୨. Freshly plucked flower.

(ଉ—ସଜ ଫୁଲ ବାସି ହେଲେ ନାହିଁ ମଜାରେ ଗୀତ)