Jump to content

ସଜ ବସାଇବା

ଉଇକିଅଭିଧାନ‌ରୁ

ସଜ ବସାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସଜ ଉଠାଇବା—ବିପରୀତ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦଶହରା, ଶ୍ରୀପଞ୍ଚମୀ, ଦୋଳପୂର୍ଣ୍ଣିମା ଆଦି ଉପଲକ୍ଷରେ ନିଜ ନିଜର ଜୀବିକା— ସାଧନ ଦ୍ରବ୍ୟ ଓ ଯନ୍ତ୍ରାଦି (ଯଥା—କ୍ଷତ୍ରିୟ, ଖଣ୍ଡାୟତ ଓ ଶିଳ୍ପୀମାନେ ଦୁର୍ଗାପୂଜାରେ ନିଜ ନିଜର ଅସ୍ତ୍ରାଦି; ମସୀଜୀବୀମାନେ ଶ୍ରୀପଞ୍ଚମୀ ଓ ଗଣେଶଚତୁର୍ଥୀ ଦିନ ଦୁଆତ, କଲମ ଆଦି; ଗଉଡ଼ମାନେ ଦୋଳପୂର୍ଣ୍ଣମୀ ଦି ଶିକା, ବାହୁଙ୍ଗୀ, ଦଧି ଦୁଗ୍ଧଭାଣ୍ଡମାନ ପୂଜା କରିବା ପାଇଁ) ପୂଜା—ପୀଠ ଉପରେ ସ୍ଥାପନ କରିବା — To place one's professional implements for being worshipped on special festivals.