ସଜ ବସିବା
ଦେଖଣା
ସଜ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଜ ବସିବା
|
(ସଜ ଉଠିବା—ବିପରୀତ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶିଳ୍ପୀ ଆଦିଙ୍କ ଯନ୍ତ୍ର ଓ ଉପକରଣାଦି ଯଥୋପଯୁକ୍ତ ଉତ୍ସବ ଉପଲକ୍ଷରେ ପୀଠ ଉପରେ ପୂଜାର୍ଥ ସ୍ଥାପିତ ହେବା —The placing of the implements of artisans on a platform for worshipping on particular festival days.