ସଜ ବାସି
ଦେଖଣା
ସଜ ବାସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଜ ବାସି
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସଦ୍ୟଃ ଓ ପର୍ଯ୍ୟୁଷିତ (ବସ୍ତୁ ଆଦି) — ୧. Fresh and stale (article)
- ୨. ଆଜି ବାସି ଧୋବ କରାଯାଇଥିବା (ଲୁଗା) — (Cloth) Which has been washed in a day.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସଜ ଦୋବ କରାଯାଇଥିବା ଓ ବାସିଧୋବ କରାଯାଇଥିବା ଲୁଗାମାନ —Clothes some of which have been washed by ordinary process and others by the extraordinary process, including ironing.