Jump to content

ସଜ ମଡ଼ା

ଉଇକିଅଭିଧାନ‌ରୁ

ସଜ ମଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାସି ମଡ଼ା—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଦ୍ୟୋମୃତ ଜୀବର ଶବ —୧. The carcass of a recently dead animal.
୨. ସଦ୍ୟୋମୃତ ବ୍ୟକ୍ତିର ଶବ —୨. The corpse of a recently deceased person.
୩. ମୃତ୍ୟୁର ସଙ୍ଗେ ସଙ୍ଗେ ଦାହାର୍ଥ ଶ୍ମଶାନକୁ ନୀତି ଶବ —୩. Dead body taken to the cremation ground immediately after death.

[ଦ୍ରଷ୍ଟବ୍ୟ —ଯେଉଁ ଶବକୁ ମରିବାଦିନ ଶ୍ମଶାନକୁ ନିଆ ନ ଯାଏ, ତାକୁ 'ବାସିମଡ଼ା' କହନ୍ତି]