Jump to content

ସଜ ମାଉଁସରେ ଅଂଶେଇ ପକେଇବା

ଉଇକିଅଭିଧାନ‌ରୁ

ସଜ ମାଉଁସରେ ଅଂଶେଇ ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଜ ମାଉଁସରେ ଅଂଶେଇ ବସା(ସେ)ଇବା, ସଜ ମାଉଁସରେ ପୋକ ପକା(କେ)ଇବା, ସଜ ମାଉଁସରେ ପୋକ ବସା(ସେ)ଇବାଅନ୍ୟରୂପ

(ନ୍ୟାୟ) ଦେଶଜ - କ୍ରି—(ଲକ୍ଷଣାର୍ଥ)

[ସମ୍ପାଦନା]

ନିର୍ଦ୍ଦୋଷ ବା ନିଷ୍କଳଙ୍କ ବ୍ୟକ୍ତିଠାରେ କଳଙ୍କାରୋପ କରିବା —(figurative) To defame a really innocent person.

[ଦ୍ରଷ୍ଟବ୍ୟ —ସଦ୍ୟୋମୃତ ପ୍ରାଣୀର ମାଂସ ବାସି ହେଲେ ବା ଏକାଧିକ ଦିନ ଯାକେ ରହିଲେ ତାହା ସଢିଯାଏ ଓ ତହିଁରେ ଅଂଶେଇ ବା ପୋକ ପଡ଼ନ୍ତି; ସଜ ମାଂସରେ ପୋକ ପଡ଼ନ୍ତି ନାହିଁ ଏପରି ସ୍ଥଳରେ ସଜ ମାଂସରେ ପୋକ ପକାଇବାର ଲକ୍ଷଣାର୍ଥ=ଅଦୂଷିତ ପଦାର୍ଥକୁ ଦୂଷିତ ପଦାର୍ଥ ପରି କରିବା, ଅର୍ଥାତ୍ ନିର୍ଦ୍ଦୋଷ ବା ନିଷ୍କଳଙ୍କ ବ୍ୟକ୍ତିଠାରେ କଳଙ୍କ ଆରୋପ କରିବା ବା ନିର୍ଦ୍ଦୋଷ ବ୍ୟକ୍ତିଠାରେ କଳଙ୍କ ଲଗାଇବା]