Jump to content

ସଜ ହବା

ଉଇକିଅଭିଧାନ‌ରୁ

ସଜ ହବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସଜ୍ଜିତ)

[ସମ୍ପାଦନା]
୧. ସଜ୍ଜିତ ହେବା — ୧. To be fitted up.
୨. କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବା — ୨. To get ready for any work

(ଉ—ସଜ ହୋଇ ସ୍ମର ସରଦାର ଅବା ଆସେ— କବିସୂର୍ଯ୍ୟ. କିଶୋରଚନ୍ଦ୍ରାନନ୍ଦ ଚମ୍ଫୂ)

୩. ବେଶଭୁଷାଦିଦ୍ୱାରା ଅଳଂକୃତ ହେବା —୩. To be sdorned or dressed up.

(ଉ—ସଜ ହେଲେ ସେହିକ୍ଷଣି ଆରଣ୍ୟକ ବେଶେ— ରାଧାନାଥ. ମହାଯାତ୍ରା)

ଅନୁବାଦ

[ସମ୍ପାଦନା]
୪. ସୁବିଧାଜନକ ହେବା —୪. To suit