Jump to content

ସଞ୍ଚତ

ଉଇକିଅଭିଧାନ‌ରୁ

ସଞ୍ଚତ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଚତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍—+ଚି ଧାତୁ+କର୍ତ୍ତୃ. ଅତ୍)

[ସମ୍ପାଦନା]
୧. ପ୍ରତାରକ; ବଞ୍ଚକ —୧. Deceitful.
୨. ଠକ — ୨. Cheating.