Jump to content

ସଞ୍ଚପିବା

ଉଇକିଅଭିଧାନ‌ରୁ

ସଞ୍ଚପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ସଂକ୍ଷେପ)—ସଂକ୍ଷେପ କରିବା — ୧. To abridge.
୨. (ସଂସ୍କୃତ - ସଞ୍ଚୟ) ସଞ୍ଚୟ କରିବା — ୨. To store.
୩. ସଂଗ୍ରହ କରିବା —୩. To gather.
୪. ରାଶୀକୃତ କରିବା; ଗଦା କରିବା — ୪. To heap up; to amass.