Jump to content

ସଞ୍ଚରାଇବା

ଉଇକିଅଭିଧାନ‌ରୁ

ସଞ୍ଚରାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସମ୍+ଚର୍ ଧାତୁ)

[ସମ୍ପାଦନା]
୧. ସଞ୍ଚରିବା କ୍ରିୟାର ଣିଜନ୍ତ ରୂପ —୧. Causative form of San̄ charibā.
୨. ଚାଳିତ କରିବା —୨. To cause to move.

[ଉ—ତୁମ୍ଭେ ଆକାଶରେ ସଞ୍ଚରାଅ ଘନ —କୃଷ୍ଣସିଂହ. ମହାଭାରତ. ଆଦି]