Jump to content

ସଞ୍ଚରିବା

ଉଇକିଅଭିଧାନ‌ରୁ

ସଞ୍ଚରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସ୍+ଚକ୍ ଧାତୁ)

[ସମ୍ପାଦନା]
୧. ଗତି କରିବା; ଗତି ବିଶିଷ୍ଟ ହେବା —To move.

[ଉ—ଯହିଁ ମନ କରେ ତହି କି ଯାଇପାରେ, ସଞ୍ଚରୁ ଥାଏ ସେ କେବଳ ଆକାଶରେ କୃଷ୍ଣସିଂହ. ମହାଭାରତ. ସଭା]

୨. ବିଚରଣ କରିବା —୨. To move to and fro.
୩. ପାଦଗତି କରିବା; ଭ୍ରମଣ କରିବା — ୩. To walk.

[ଉ—କରିଷେ ସଞ୍ଚରିବା ନ ସହିବ, କର ଶକଟେ ଯେବେ ଆରୋହିତ—କବିସୂର୍ଯ୍ୟ. ସଙ୍ଗୀତ]

୪. (ରୋମ) ଟାଙ୍କୁରିବା —୪. To stand on end (said of the hairs.)


ଅନୁବାଦ

[ସମ୍ପାଦନା]

(ଉ—ନୀପଫୁଲ ପରି ରୋମ ସଞ୍ଚରିଲା ଅପଘନେ—ସଙ୍ଗୀତ)

୫. (ଦେହରେ) ସଞ୍ଚାରିତ ହେବା; ଜାତ ହେବା; ଉପୁଯିବା —୫. To pervade; to prevail; to be produced.

(ଉ—ଏ ଆତ୍ମା କର୍ମବଦ୍ଧ ହୋଇ, ନାନାଦି ଘଟେ ସଞ୍ଚରଇ—ଭୂପତି. ପ୍ରେମ ପଞ୍ଚାମୃତ)