ସଞ୍ଚରେଇବା
ଦେଖଣା
ସଞ୍ଚରେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଞ୍ଚରେଇବା
|
ଦେଶଜ - କ୍ରି(ସଂସ୍କୃତ - ସମ୍+ଚର୍ ଧାତୁ)
[ସମ୍ପାଦନା]- ୧. ସଞ୍ଚରିବା କ୍ରିୟାର ଣିଜନ୍ତ ରୂପ —୧. Causative form of San̄charibā.
- ୨. ଚାଳିତ କରିବା —୨. To cause to move.
[ଉ—ତୁମ୍ଭେ ଆକାଶରେ ସଞ୍ଚରାଅ ଘନ —କୃଷ୍ଣସିଂହ. ମହାଭାରତ. ଆଦି]