Jump to content

ସଞ୍ଚଳନ

ଉଇକିଅଭିଧାନ‌ରୁ

ସଞ୍ଚଳନ

ଉଚ୍ଚାରଣ

[ସମ୍ପାଦନା]

(ସଞ୍ଚଳିତ—ବିଣ)

ସଂସ୍କୃତ - ବି—(ସମ୍+ଚଳ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. କମ୍ପନ —୧. Trembling; shaking; quivering.
୨. ଦୋଳନ —୨. Oscillation.
୩. ପ୍ରଚଳନ —୩. Currency; prevalence.
୪. ଗତି କରିବା; ଚଳିବା —୪. Moving; motion.

[ଦ୍ରଷ୍ଟବ୍ୟ —ସଞ୍ଚଳନ=ନିଜେ ଚଳିବା; ସଞ୍ଚାଳନ=ଅନ୍ୟଦ୍ୱାରା ଜନିତ ଗତି]