ସଞ୍ଚାଣ
ଦେଖଣା
ସଞ୍ଚାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଚାଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଞ୍ଚୟନ)
[ସମ୍ପାଦନା]- ୧. ସଞ୍ଚୟ କରିବା କର୍ମ — ୧. Act of storing or hoarding
- ୨. (ସଂସ୍କୃତ - ସଞ୍ଚାନ)—ଶ୍ୟେନ ପକ୍ଷୀ —୨. Hawk.
[ଉ—ଫିଟି ତୁଟି ଯାଇଛି କାଞ୍ଚଲି, ସଞ୍ଚାଣର ଚଞ୍ଚୁପୁଟ ଗଳି କବିସୂର୍ଯ୍ୟ. ସଙ୍ଗୀତ]
(ସଞ୍ଚାଣିଆ—ଅନ୍ୟ ବିଶେଷଣ - ରୂପ)
(ସଞ୍ଚାଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଞ୍ଚାଣ
|
ଦେଶଜ - ବିଶେଷଣ - (ସଂସ୍କୃତ - ସଞ୍ଚୟୀ)
[ସମ୍ପାଦନା]ସଞ୍ଚୟକାରୀ (ବ୍ୟକ୍ତି); ଯେଉଁ ବ୍ୟକ୍ତି ଧନ ବା ପଦାର୍ଥମାନ ଭବିଷ୍ୟତ୍ ପାଇଁ ସଞ୍ଚୟ କରି ରଖେ —୧. Habitually hoarding or storing riches or articles for future use.