Jump to content

ସଞ୍ଚାର

ଉଇକିଅଭିଧାନ‌ରୁ
  • ଗମନ; ଗତି
  • ସଞ୍ଚର; ପୋଲ; ଶଙ୍ଖ
  • ପଥ
  • ସଂକ୍ରମଣ; ଗ୍ରହମାନଙ୍କର ରାଶ୍ୟନ୍ତରକୁ ଚଳନ
  • ବୃଦ୍ଧି
  • ବିସ୍ତାର
  • କଷ୍ଟଗତି
  • କଷ୍ଟ; ଦୁଃଖ; ବିପଦ
  • ପଥପ୍ରଦର୍ଶନ
  • ଉତ୍ତେଜନ
  • ଚାଳନ; ଚଳାଇବା କର୍ମ
  • ସର୍ପମଣି
  • ସଂକ୍ରମଣ; ସଂକ୍ରାମକ ରୋଗାକ୍ରାନ୍ତ ରୋଗୀର ଦେହରୁ ଦେହାନ୍ତରକୁ ରୋଗର ଆକ୍ରମଣ
  • ଛାଉଣୀ; ପଦାର୍ଥ ଉପରେ ମଡାଯିବା ପୁଟ
  • ବାଦ୍ୟର ଅଦ୍ୟ ତାନସଞ୍ଚାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ଚର ଧାତୁ+ଭାବ. ଅ)

[ସମ୍ପାଦନା]
୧. ଗମନ ଗତି —୧. Moving; motion.

[ଉ—ନାନା ବର୍ଣ୍ଣ ହୋଇଣ କିରଣ ତୁମ୍ଭର, ତିନି ଲୋକ ଯାକରେ କରନ୍ତି ସଞ୍ଚାର କୃଷ୍ଣସିଂହ. ମହାଭାରତ. ଆଦି]

୨. (+ କରଣ. ଅ)—ସଞ୍ଚର; ପୋଲ; ସଙ୍ଖ —୨. A bridge.
୩. (+ ଅଧିକରଣ. ଅ)—ପଥ — ୩. Way; passage; road.
୪. (+ଭାବ. ଅ) ସଂକ୍ରମଣ; ଗ୍ରହ— ମାନଙ୍କର ରାଶ୍ୟନ୍ତରକୁ ଚଳନ —୪. Transition of a planet from one zodiacal sign to another.
୫. ବୃଦ୍ଧି —୫. Increase; growth.
୬. ବିସ୍ତାର —୬. Expansion; diffusion; circulation.


୭. କଷ୍ଟଗତି —୭. Difficult predicament.
୮. କଷ୍ଟ; ଦୁଃଖ; ବିରଦ —୮. Trouble; calamity.
୯. ପଥପ୍ରଦର୍ଶନ —୯. Leading the way.
୧. ଉତ୍ତେଜନ —୧୦. Exciting; urging; instigating.
୧୧. ଚାଳନ; ଚଳାଇବା କର୍ମ — ୧୧. Causing to move.
୧୨. (+ କରଣ. ଅ; ଏଥିର ଆଲୋକ ସାହାଯ୍ୟରେ ସର୍ପ ଅନ୍ଧକାରରେ ଗତି କରି ପାରେ) ସର୍ପମଣି —୧୨. A gem on the hood of a venomous serpent.
୧୩. (+ ଭାବ ଅନ) ସଂକ୍ରମଣ; ସଂକ୍ରାମକ ରୋଗାକ୍ରାନ୍ତ ରୋଗୀର ଦେହରୁ ଦେହାନ୍ତରକୁ ରୋଗର ଆକ୍ରମଣ —୧୩. Infection; communication by contagion.

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - U—

୧. ଛାଉଣୀ; ପଦାର୍ଥ ଉପରେ ମଡ଼ାଯିବା ପୁଟ —୧. Covering; plating

[ଉ—ବହିମାନଙ୍କରେ ସୁନା ଦିଶଇ ସଞ୍ଚାର ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା]

୨. ବାଦ୍ୟର ଅଦ୍ୟ ତାନ —୨. The introductory tunes of a musical mistrument.

[ଉ—ମୃଦଙ୍ଗ ବାଜୁଛି ଆଦ୍ୟ ସଞ୍ଚାରକୁ ଫେର କୃଷ୍ଣସିଂହ. ମହାଭାରତ]