Jump to content

ସଞ୍ଚାରକ

ଉଇକିଅଭିଧାନ‌ରୁ

ସଞ୍ଚାରକ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଚାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ସମ୍+ଚର ଧାତୁ ଣିଜନ୍ତ ଚାରି ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ବିସ୍ତାରକ —୧. Spreading.
୨. ସଂକ୍ରାମକ —୨. Contagious; infectious.
୩. ଚାଳକ; ଯାହା ଅନ୍ୟକୁ ଗତି କରାଏ — ୩. Moving; causing motion.
୪. ପଥ ପ୍ରଦର୍ଶକ —୪. Leading the way; guiding.