Jump to content

ସଞ୍ଚାରଣ

ଉଇକିଅଭିଧାନ‌ରୁ

ସଞ୍ଚାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଚର୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ସଞ୍ଚାର କ୍ରିୟା —୧. Act of moving.
୨. ସଞ୍ଚାର (ଦେଖ) - —୨. San̄chāra (See)