ସଞ୍ଚାରିଣୀ
(ସଞ୍ଚାରୀ—ପୁଂ. ବିଣ)
=== ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) U—
ହଂସପଦୀ ନାମକ ଅପୁଷ୍ପକ ଗୁଳ୍ମ — A kind of fern; Maiden-hair fern.
[ଦ୍ରଷ୍ଟବ୍ୟ —ଏହା ବର୍ଷା ଦିନେ ଓଦା ପାଚିରୀ ଆଦି ଉପରେ ମାଡ଼େ]
ସଞ୍ଚାରୀ ସ୍ତ୍ରୀ ଲିଙ୍ଗ — Feminine of San̄chārī