Jump to content

ସଞ୍ଚାରୀ

ଉଇକିଅଭିଧାନ‌ରୁ

ସଞ୍ଚାରୀ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଚାରଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ସମ୍+ଚର ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ସଞ୍ଚାରଣଶୀଳ —୧. Walking.
୨. ଗତିଶୀଳ — ୨. Moving.
୩. ଅସ୍ଥାୟୀ; ପରିବର୍ତ୍ତନ ଶୀଳ — ୩. Temporary; passing; fleeting; subject to change.
୪. ବିସ୍ତାରଶୀଳ —୪. Expanding
୫. ଆଗନ୍ତୁକ (ବିଶ୍ୱକୋଷ) —୫. Adventitious; casual.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସଞ୍ଚାରୀ ଭାବ (ଦେଖ) - — San̄chārī bhāba (See).
୨. ବାୟୂ —୨. Air
୩. ଧୂପ —୩. Incense.
୪. (ସଙ୍ଗୀତ) ଗୀତ ବା ରାଗ ଆଳାପର ଚାରି ପାଦ ମଧ୍ୟରୁ ତୃତୀୟ ପାଦ ୪. The third of the four parts of a song or musical air.

[ଦ୍ରଷ୍ଟବ୍ୟ —ପ୍ରତି ଶ୍ଳୋକରେ, ସଙ୍ଗୀତରେ ବା ଛନ୍ଦରେ ଯେପରି ୪ ଗୋଟି ଚରଣ ଥାଏ, ସେହିପରି ଆଳାପରେ ମଧ୍ୟ ଚାରିଟି ଚରଣ ନିର୍ଦ୍ଦିଷ୍ଟ ଅଛି; ପ୍ରଥମ ଚରଣର ନାମ ଅସ୍ଥାୟୀ, ଦ୍ୱିତୀୟ ଚରଣର ନାମ ଅନ୍ତରା, ତୃତୀୟ ଚରଣର ନାମ ସଞ୍ଚାରୀ ଓ ଚତୁର୍ଥ ଚରଣର ନାମ ଆଭୋଗ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଦୂତୀ —A female go-between.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ସଞ୍ଚରଣକାରୀ —Moving;

walking to and fro.

(ଉ—ଜୟ ସୂର୍ଯ୍ୟତନୟା ନିକଟ ସଞ୍ଚାରୀ—କୃଷ୍ଣସିଂହ. ମହାଭାରତ. ବିରାଟ)