ସଞ୍ଚାରୀ ଭାବ
ଦେଖଣା
ସଞ୍ଚାରୀ ଭାବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା][ଦ୍ରଷ୍ଟବ୍ୟ — ସମାସ ଏ ଦୁଇ ପଦ ମିଶି 'ସଞ୍ଚାରି— ଭାବ' ଆକାର ଧାରଣ କରେ]
- ୧. କାବ୍ୟାଦିବର୍ଣ୍ଣିତ ରସମାନଙ୍କର ନିର୍ବେଦ, ଆବେଗ ଆଦି ଅସ୍ଥାୟୀ ବ୍ୟଭିଚାର ଭାବ —Some fleeting toal conditions resulting from sentiments (in literature).
[ଦ୍ରଷ୍ଟବ୍ୟ — ସ୍ଥାୟୀଭାବ, ସାତ୍ତ୍ୱିକ୍ଭାବ ଓ ସଞ୍ଚାରୀ ବାବ ଭେଦରେ ବାତ ଅନେକ ପ୍ରକାରର; ନାନାଭିନୟ ସମ୍ୱନ୍ଧେ ଶୃଙ୍ଗାରାଦି ରସକୁ ଭାବିତ କରେ ବୋଲି ତାହାକୁ ଭାବ ବୋଲାଯାଏ ଯେଉଁ ସ୍ଥଳରେ ଏହି ଭାବ ନାନା ବିଷୟରେ ସଞ୍ଚାରଶୀଳ ହୁଏ, ସେଠାରେ ସଞ୍ଚାରୀ ଭାବ ହୁଏ ଶୃଙ୍ଗାରାଦି ରସରେ ସ୍ଥାୟୀ ଭାବ, ସାତ୍ତ୍ୱିକଭାବ ଓ ସଞ୍ଚାରୀ ଭାବ ଅଛି ବାତ୍ସଲ୍ୟ— ରସରେ ଅନିଷ୍ଟ ଶଙ୍କା, ହର୍ଷ ଓ ଗର୍ବାଦି ସଞ୍ଚାରୀ ଭାବ ଧୀର ରସରେ ଧୃତି, ମତି, ଗର୍ବ, ସ୍ମୃତି, ତର୍କ, ରୋମାଞ୍ଚ ସଞ୍ଚାରୀ ଭାବ ଅଟେ ଏହି ସବୁ ସ଼ଞ୍ଚାରୀ ଭାବଦ୍ୱାରା ସ୍ଥାୟୀଭାବରେ ପୁଷ୍ଟି ହୁଏ—ବଙ୍ଗଳା ବିଶ୍ୱକୋଷ 'ବ୍ୟଭିଚାରୀ ଭାବ' ଦେଖ]