Jump to content

ସଞ୍ଚାର ଜୀବୀ

ଉଇକିଅଭିଧାନ‌ରୁ

ସଞ୍ଚାର ଜୀବୀ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଚାର ଜୀବିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ସଞ୍ଚାର=ବିପଦ; ଦୁଃଖ+ଜୀବ୍ ଧାତୁ +କର୍ତ୍ତୃ. ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଶରଣାପନ୍ନ —୧. Having taken shelter or refuge under.
୨. ଦୁଶାଗ୍ରସ୍ତ; ଦୁରବସ୍ଥାଗ୍ରସ୍ତ —୨. Fallen into misfortune or danger.