Jump to content

ସଞ୍ଚାର ଫଳ

ଉଇକିଅଭିଧାନ‌ରୁ

ସଞ୍ଚାର ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)

[ସମ୍ପାଦନା]

ଗ୍ରହମାନଙ୍କର ସଞ୍ଚାର ଜନିତ ଶୁଭାଶୁଭ ଫଳ —Good or bad results happening (to persons born under different zodiacal signs or to the world) as result of the transition of different planets from one sign to another.

[ଦ୍ରଷ୍ଟବ୍ୟ —ରବି ସଞ୍ଚାର ଫଳୋ 'ସଂକ୍ରାନ୍ତି ଚକ୍ର' ତଳେ ଦେଖ]