Jump to content

ସଞ୍ଚାଳନ

ଉଇକିଅଭିଧାନ‌ରୁ

ସଞ୍ଚାଳନ

ଉଚ୍ଚାରଣ

[ସମ୍ପାଦନା]

(ସଞ୍ଚାଳିତ, ସଞ୍ଚାଳନ, ସଞ୍ଚାଳୀ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ଚାଳି ଦାତୁ+ଭାବ, ଅନ)

[ସମ୍ପାଦନା]
୧. ସଂକ୍ରମଣ — ୧. Traversing.
୨. ଚାଳନ; ଚଳାଇବା — ୨. Causing to move.
୩. ଇତସ୍ତତଃ ଚାଳନ; ଦୋଳାଇବା —୩. Causing to move to and fro; rocking.