Jump to content

ସଞ୍ଚାଳୀ

ଉଇକିଅଭିଧାନ‌ରୁ

ସଞ୍ଚାଳୀ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଚାଳିକୀ—ସ୍ତ୍ରୀ. ବିଣ) 

ସଂସ୍କୃତ - ବିଶେଷ୍ୟ - (ସମ୍+ଚଳ୍ ଦାତୁ+କର୍ତ୍ତୃ. ଅ+ସ୍ତ୍ରୀ ଈ)

[ସମ୍ପାଦନା]

ଗୁଞ୍ଜା; କାଇଞ୍ଚ —The black-tipped red seed of Abrus Precatorius.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହା ଇତସ୍ତତଃ ଚାଳିତ କରେ Rocking; causing to move.