Jump to content

ସଞ୍ଚିତ

ଉଇକିଅଭିଧାନ‌ରୁ

ସଞ୍ଚିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ସମ୍+ଚି ଧାତୁ+କର୍ମ. ତ)

[ସମ୍ପାଦନା]
୧. ସଂଗୃହୀତ — ୧. Collected.
୨. ରାଶୀକୃତ; ଏକତ୍ରୀକୃତ — ୨. Heaped up; hoarded; accumulated.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅବସ୍ଥାପିତ —୧. Placed; stationed.

[ଉ—ରାଜାଙ୍କ ବଳ ପରୀକ୍ଷାର୍ଥେ ମଧ୍ୟେ ସଞ୍ଚିତ କରି ମୋତେ—ଜଗନ୍ନାଥ. ଭାଗବତ]

ଅନୁବାଦ

[ସମ୍ପାଦନା]
୨. ପାଳିତ — ୨. Natured.

[ଉ—ଦୁଃଖେ ସଞ୍ଚିତ ଦାରା ସୁତ— ଜଗନ୍ନାଥ ଭାଗବତ]

ଅନୁବାଦ

[ସମ୍ପାଦନା]
୩. ସୃଷ୍ଟ —୩. Created

[ଉ—ବ୍ରହ୍ମା ସଞ୍ଚିତ ସୃଷ୍ଟି ମଧ୍ୟେ ବ୍ରାହ୍ମଣେ ବସନ୍ତି ଆନନ୍ଦେ—ଜଗନ୍ନାଥ. ଭାଗବତ]