Jump to content

ସଞ୍ଚିତ ଧନ

ଉଇକିଅଭିଧାନ‌ରୁ

ସଞ୍ଚିତ ଧନ

ଉଚ୍ଚାରଣ

[ସମ୍ପାଦନା]
(ସଂଚିତଧନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ)

[ସମ୍ପାଦନା]

ଜମା କରାଯାଇଥିବା ଧନ — Hoarded wealth.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଯେଉଁ ବ୍ୟକ୍ତି ଧନ ସଞ୍ଚୟ କରିଅଛି — Having hoarded wealth.