Jump to content

ସଞ୍ଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)

[ସମ୍ପାଦନା]
  • ସଞ୍ଚୟ କରିବା
  • ରକ୍ଷାକରିବା
  • ଯତ୍ନ ସହିତ ସାଇତିବା; ସମ୍ପାଦିବା; ଛଞ୍ଚିବା
  • ପାଳିବା; ପୋଷିବା
  • ନିର୍ମାଣକରିବା
  • ସୃଷ୍ଟି କରିବା
  • ପୂର୍ବରୁ ନିର୍ଦ୍ଧରଣ କରିବା
  • ସ୍ମରଣରେ ରଖିବା ସଞ୍ଚିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସମ୍+ଚି ଦାତୁ)

[ସମ୍ପାଦନା]
୧. ସଞ୍ଚୟ କରିବା —୧. To store up; to hoard.
୨. ରକ୍ଷାକରିବା — ୨. To guard; to protect.
୩. ଯତ୍ନ ସହିତ ସାଇତିବା; ସମ୍ପାଦିବା; ଛଞ୍ଚିବା —୩. To store up with care.
୪. ପାଳିବା; ପୋଷିବା —୪. To maintain.
୫. ନିର୍ମାଣକରିବା —୫. To build.

ଅନୁବାଦ

[ସମ୍ପାଦନା]

(ଉ—ସେ ହରି ଆତ୍ମା ମାୟା କଲେ, ସୃଷ୍ଟି ସଞ୍ଚିଲେ ଏ ଶୟଳେ— ଜଗନ୍ନାଥ. ଭାଗବତ]

୬. ସୃଷ୍ଟି କରିବା —୬. To create .

ଅନୁବାଦ

[ସମ୍ପାଦନା]

(ଉ—ଚଉଦ ବ୍ରହ୍ମାଣ୍ଡ ବିହି ସ଼୍ଚିଲା—ପ୍ରାଚୀ ପରଚେ ଗୀତା)

୭. ପୂର୍ବରୁ
ନିର୍ଦ୍ଧାରଣ କରିବା —୭. To preordain.

ଅନୁବାଦ

[ସମ୍ପାଦନା]

(ଉ— ଜନ୍ମ ସଞ୍ଚଇ ପ୍ରଜାପତି, ବାଳୁତ ବାକୁ ଯେତେ ଗତି —ଜଗନ୍ନାଥ ଭାଗବତ)

୮. ସ୍ମରଣରେ ରଖିବା —୮. To cherish in memory.

(ଉ— ସେ ରସାନ୍ତରେ ସ୍ନେହ କାତର) ସ୍ନେହ ଚିତ୍ତରେ ସଞ୍ଚେ—ଭ଼ଞ୍ଜ, ପ୍ରେମସୁଧାନିଧି)