Jump to content

ସଞ୍ଚିଲା ଜନ

ଉଇକିଅଭିଧାନ‌ରୁ

ସଞ୍ଚିଲା ଜନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଳିତ ବ୍ୟକ୍ତି —A person who has been maintained or brought up by another.

(ଉ—ପୂର୍ବ କାଳରୁ ସଞ୍ଚିଲା ଜନ ହେ—ବିଶ୍ୱନାଥ. ବିଚିତ୍ର ରାମାୟଣ)